No student devices needed. Know more
10 questions
ବର୍ଷା କବିତାର କବି କିଏ ?
ଜଗନ୍ନାଥ ଦାସ
ଗୋପବନ୍ଧୁ ଦାସ
ବଳରାମ ଦାସ
ଗୋଦାବରୀଶ ମିଶ୍ର
ଗର୍ଜିଣ ଆବୋରନ୍ତି ପାଣି - ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
ମେଘ
ବେଙ୍ଗ
ସମୁଦ୍ର
ଆକାଶ
ରବି ଶବ୍ଦର ଅର୍ଥ କଣ ?
ଚନ୍ଦ୍ର
ଆକାଶ
ମେଘ
ସୂର୍ଯ୍ୟ
ଆଲେଖ୍ୟ ଶବ୍ଦର ଅର୍ଥ କଣ ?
ଉଲ୍ଲେଖ
ଉଲ୍ଲେଖଯୋଗ୍ୟ
ଚିତ
ଚିତ୍ର
ରାମାୟଣ କିଏ ରଚନା କରିଥିଲେ ?
ବାଲ୍ମୀକି
ବ୍ୟାସଦେବ
କାଳିଦାସ
ଚରକ
ଅଭିଜ୍ଞନମ ସକୁନ୍ତଲମ କିଏ ରଚନା କରିଥିଲେ ?
କାଳିଦାସ
ଚରକ
ବାଲ୍ମୀକି
କେଉଁମାନେ ଜୀବନର ଶେଷ ଆବସ୍ଥାରେ ବଣଜଙ୍ଗଲ ର ଆଶ୍ରୟ ନେଉଥିଲେ ?
ଲୋକମାନେ
ରାଜା ମହାରାଜା
ପିଲାମାନେ
ଭବଭୁତି କଣ ରଚନା କରିଥିଲେ ?
ରାମାୟଣ
ମହାଭାରତ
ଉତ୍ତର ରାମ ଚରିତ
_____________ ହେଉଛି ଭାରତୀୟ ସଭ୍ୟତାର ମୂଳମନ୍ତ୍ର ।
ସମୁଦ୍ର
ଜଙ୍ଗଲ
ନଦୀ
ଲୋକ
ମୟୂର ଶବ୍ଦର ପ୍ରତିଶବ୍ଦ ବାଛିଲେଖ ।
ଗିରି
କେକୀ
ପାହାଡ଼
ନଦୀ